“ସାମ୍ବାଦିକତା” ର କେତେରଙ୍ଗ;ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ!

ଭୁବନେଶ୍ବର ତା-୨୭-୧୦-୨୦୨୦ ବ୍ୟବସାୟୀଙ୍କ ଠାରୁ ଦାଦା ବଟି ଆଦାୟ କରିବା ଅଭିଯୋଗରେ ଗତକାଲି ୬ ଜଣ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କୁ ଗିରଫ କରିଛି ଭୁବନେଶ୍ବର ପୁଲିସ। ସେମାନେ ଖବର ପ୍ରସାରଣର ଭୟ ଦେଖାଇ ଜଣେ ଉଦ୍ୟୋଗପତିଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଯଦି ଏହାକୁ ସାମ୍ବାଦିକତା ବୋଲିବା, ତେବେ ବସ୍‌ ଷ୍ଟାଣ୍ଡରେ ଗ୍ରାହକ ଗୋଟେଇ ବସ୍‌ କଣ୍ଡକ୍ଟରଙ୍କ ଠାରୁ ବଟି ଆଦାୟ ବରଂ ଶ୍ରେୟସ୍କର।ତେବେ ସାମ୍ବାଦିକତା କ୍ଷେତ୍ରରେ ଏଭଳି ଦାଦାଗିରି ପଛରେ ନକଲି ସାମ୍ବାଦିକ … Continue reading “ସାମ୍ବାଦିକତା” ର କେତେରଙ୍ଗ;ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ!